ଜିନମ ସିକ୍ୱେନ୍ସିଂର ୭୫% ଓମିକ୍ରନ୍ : ତଥାପି ଏବେ ବି ରହିଛି ଡ଼େଲଟାର ପ୍ରଭାବ; ଏନସିଡ଼ିସିର ନିର୍ଦ୍ଦେଶକଙ୍କ ସୂଚନା

Friday, 28 Jan, 8.18 am

କନକ ବ୍ୟୁରୋ : ଜାନୁଆରୀରେ ଜିନମ୍ ସିକ୍ୱେନ୍ସିଂ ପାଇଁ ଯାଇଥିବା ପ୍ରାୟ ୭୫ ପ୍ରତିଶତ ନମୁନାରୁ ଚିହ୍ନଟ ହୋଇଛି ଓମିକ୍ରନ୍ । ନେସନାଲ ସେଂଟର ଡିଜିଜ୍ କଂଟ୍ରୋଲ ବା ଏନସିଡ଼ିସି ନିର୍ଦ୍ଦେଶକ ସୁଜିତ୍ ସିଂହ କହିଛନ୍ତି, ଜାନୁଆରୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ଜାନୁଆରୀରେ ୯ ହଜାର ୬୭୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।