ଆତଙ୍କବାଦୀଙ୍କ ଗୁଳିରେ ୧୦ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ

Friday, 28 Jan, 8.25 am

ବେଲୁଚିସ୍ଥାନ: ଆତଙ୍କୀଙ୍କ ଆକ୍କା ପାକିସ୍ତାନୀ ଆର୍ମୀ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ୧୦ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ । ଏକାଧିକ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ । ଦକ୍ଷିଣ-ପଶ୍ଚିମ ବେଲୁଚିସ୍ଥାନ ପ୍ରାନ୍ତର କେଚ୍ ଜିଲ୍ଲାରେ ପାକିସ୍ତାନ ପୋଷ୍ଟ ଉପରେ ହୋଇଛି ଏହି ଆକ୍ରମଣ । ୨୫ ତାରିଖ ରାତିରେ ଆତଙ୍କବାଦୀ ଏହି ନରସଂହାର କରିଛନ୍ତି ।