ନନ୍ଦନକାନନ ଅଣାଗଲା ଗାଡ ଭାଲୁ, କେନ୍ଦୁଝରରୁ ହୋଇଥିଲା ଉଦ୍ଧାର

Friday, 28 Jan, 8.26 am

ବାରଙ୍ଗ ୨୮।୧: କେନ୍ଦୁଝରରୁ ଉଦ୍ଧାର ହୋଇଥିବା ଗାଡ ଭାଲୁକୁ ନନ୍ଦନକାନନ ଅଣାଗଲା । ଗତ ୨୩ତାରିଖରେ କେନ୍ଦୁଝର ବ୍ରାହ୍ମଣୀପାଳ ବନାଞ୍ଚଳରୁ ଏକ ଗାଡ ଭାଲୁ ଦୁର୍ଘଟଣାରେ ଆହତ ହୋଇ ପଡିଥିଲା । ଖବରପାଇ କେନ୍ଦୁଝର ବନ ବିଭାଗ ଆହାତ ଗାଡ ଭାଲୁକୁ ଉଦ୍ଧାର କରି ଚିକିତ୍ସା କରାଇଥିଲା । ଏଥିରେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବାରୁ ଗୁରୁବାର ତାକୁ ନନ୍ଦନକାନନରେ ଛଡାଯାଇଛି ।