ନୂଆଦିଲ୍ଲୀ ୨୮/୦୧: କରୋନା ମହାମାରୀ ପାଇଁ ଦୀର୍ଘ ସମୟ ଧରି ବନ୍ଦ ପଡ଼ିଥିବା ବିଦ୍ୟାଳୟ ଖୁବ୍ଶୀଘ୍ର ଖୋଲିପାରେ । ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡ୍ଲାନ୍ ଆଣୁଛନ୍ତି ।
କରୋନା ମହାମାରୀ ପାଇଁ ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନେ ୨ ବର୍ଷରୁ ଅଧିକ ସମୟ ହରାଇ ସାରିଲେଣି । ଅନେକ ପିଲା ଆଦୌ ପାଠ ପଢ଼ି ପାରିନାହାନ୍ତି ।