ନୂଆଦିଲ୍ଲୀ ୨୮/୦୧: ଜ୍ୟୋତିଷ ଶାସ୍ତ୍ରରେ ଯେତେବେଳେ କୌଣସି ଗ୍ରହ ରାଶି ପରିବର୍ତ୍ତନ କରେ, ତେବେ ଏହାର ସିଧାସଳଖ ପ୍ରଭାବ ମାନବ ଜୀବନ ଉପରେ ପଡିଥାଏ। କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ ଏବଂ ଆଉ କିଛି ରାଶିର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଥାଏ । ଚଳିତ ବର୍ଷ ଫେବୃଆରୀରେ ଅନେକ ଗ୍ରହ ରାଶି ପରିବର୍ତ୍ତନ କରିବେ।