ଫେବୃଆରୀ ୧୩ରେ କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ କୃପାଦୃଷ୍ଟି

Friday, 28 Jan, 8.19 am

ନୂଆଦିଲ୍ଲୀ ୨୮/୦୧: ଜ୍ୟୋତିଷ ଶାସ୍ତ୍ରରେ ଯେତେବେଳେ କୌଣସି ଗ୍ରହ ରାଶି ପରିବର୍ତ୍ତନ କରେ, ତେବେ ଏହାର ସିଧାସଳଖ ପ୍ରଭାବ ମାନବ ଜୀବନ ଉପରେ ପଡିଥାଏ। କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ ଏବଂ ଆଉ କିଛି ରାଶିର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଥାଏ । ଚଳିତ ବର୍ଷ ଫେବୃଆରୀରେ ଅନେକ ଗ୍ରହ ରାଶି ପରିବର୍ତ୍ତନ କରିବେ।